କାହିଁକି ବାରମ୍ବାର ଭୂସ୍ଖଳନକୁ ସାମ୍ନା କରୁଛନ୍ତି ଗଜପତିବାସୀ? ଜଳବାୟୁ ପରିବର୍ତ୍ତନ, ଅବାଧ ଗଛକାଟ ଆଣୁଛି ବଡ଼ ବିପଦ

କାହିଁକି ବାରମ୍ବାର ଭୂସ୍ଖଳନକୁ ସାମ୍ନା କରୁଛନ୍ତି ଗଜପତିବାସୀ? ଜଳବାୟୁ ପରିବର୍ତ୍ତନ, ଅବାଧ ଗଛକାଟ ଆଣୁଛି ବଡ଼ ବିପଦ
Spread the love

କାହିଁକି ବାରମ୍ବାର ଭୂସ୍ଖଳନକୁ ସାମ୍ନା କରୁଛନ୍ତି ଗଜପତିବାସୀ? ଜଳବାୟୁ ପରିବର୍ତ୍ତନ, ଅବାଧ ଗଛକାଟ ଆଣୁଛି ବଡ଼ ବିପଦ…

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ହେଉଛି ଓଡ଼ିଶାର ଦକ୍ଷିଣରେ ଥିବା ଏକ ଜିଲ୍ଲା । ପାହାଡ଼ ଜଙ୍ଗଲ ଘେରା ଏହି ଜିଲ୍ଲାର ୭୦ ପ୍ରତିଶତ ଲୋକେ ହେଉଛନ୍ତି ଆଦିବାସୀ। କାହିଁ କେଉଁ କାଳରୁ ପାହାଡ଼ ଉପରେ ସେମାନଙ୍କ ଜନବସତି ଗଢ଼ିଉଠିଛି। ହେଲେ, ପ୍ରତିବର୍ଷ ବାରମ୍ବାର ଛୋଟବଡ଼ ଭୂସ୍ଖଳନ ସେମାନଙ୍କ ଜୀବନଜୀବିକାକୁ ଯେମିତି ଉଜାଡ଼ି ଦେଇଛି। ୨୦୧୮ ତିତ୍‌ଲି ବାତ୍ୟା ପରେ ଚଳିତବର୍ଷ ୨ ତାରିଖରେ ଜିଲ୍ଲାବାସୀ ଏକ ବଡ଼ଧରଣର ଭୂସ୍ଖଳନକୁ ସାମ୍ନା କରିଛନ୍ତି। ଯେଉଁଥିରେ ଶତାଧିକ ଲୋକ ବେସାହାରା ପାଲଟିଯାଇଥିବା ବେଳେ ଭୂସ୍ଖଳନ ଯେମିତି ଏବେବି ସେମାନଙ୍କ ଭିତରେ ଏକ ଅଜଣା ଭୟର ବସା ବାନ୍ଧିଛି। ତେବେ, କାହିଁକି ଗଜପତି ଜିଲ୍ଲାରେ ବାରମ୍ବାର ଭୂସ୍ଖଳନ ହେଉଛି ?- ଏହା ବର୍ତ୍ତମାନ ପରିସ୍ଥିତିରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛି। କାହିଁକି ବାରମ୍ବାର ଭୂସ୍ଖଳନକୁ ସାମ୍ନା କରୁଛନ୍ତି ଗଜପତିବାସୀ? ଜଳବାୟୁ ପରିବର୍ତ୍ତନ, ଅବାଧ ଗଛକାଟ ଆଣୁଛି ବଡ଼ ବିପଦ…