ଭାରତ ୪୧ ରନ୍ରେ ବାଂଲାଦେଶକୁ ହରାଇ ଏସିଆ କପ୍ ୨୦୨୫ ଫାଇନାଲରେ ପ୍ରବେଶ।ଦୁବାଇରେ ଅନୁଷ୍ଠିତ ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୪୧ ରନ୍ରେ ପରାଜିତ କରିଥିବାରୁ ଫାଇନାଲରେ ପହଞ୍ଚିଛି। ବାଂଲାଦେଶ ୧୬୯ ରନ୍ର ବିଜୟ ଲକ୍ଷ୍ୟ ନେଇ ୧୯.୩ ଓଭରରେ ୧୨୭ ରନ୍ରେ ସମାପ୍ତ ହୋଇଥିଲା।
ଭାରତ ୪୧ ରନ୍ରେ ବାଂଲାଦେଶକୁ ହରାଇ ଏସିଆ କପ୍ ୨୦୨୫ ଫାଇନାଲରେ ପ୍ରବେଶ
