ଜୀବିକା ମିଶନ ଶକ୍ତି ର ଇସି ସଭାନେତ୍ରୀ ଓ ସମ୍ପାଦକ ପରିବର୍ତ୍ତନ କୁ ସ୍ଥଗିତ ପାଇଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ ।
ଆର,ଉଦୟଗିରି(ମନୋଜ ପାଢୀ) ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି କାର୍ଯ୍ୟାଳୟ ଠାରୁ ଜୀବିକା ମିଶନ ଶକ୍ତି ର ମହିଳା ମାନେ ଏକତ୍ରିତ ହେଇ ରାଲି ରେ ଆସି ମୋହନା ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ରାଜୀବ ଦାଶ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଇସି ସଭାନେତ୍ରୀ ଓ ସମ୍ପାଦକ ନୂତନ ଚୟନ ପାକ୍ରୟକୁ ସ୍ଥଗିତ ନିମନ୍ତେ ରାଜ୍ୟ ସରକାର ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି ।
