ପାରାଦୀପ ବନ୍ଦରରେ କୋଇଲା ଟ୍ରେନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ପାରାଦୀପ ବନ୍ଦରରେ କୋଇଲା ଟ୍ରେନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ
Spread the love

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଏକ କୋଇଲା ଟ୍ରେନ୍‌ ଉପରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ତାଳଚେରରୁ ପାରାଦୀପ ବନ୍ଦର ଆସୁଥିବା ଏକ ଟ୍ରେନ୍‌ରୁ ମୃତଦେହ ଠାବ ହୋଇଥିବା ଜଣାପଡିଛି । କରେଣ୍ଟ ଲାଗି ମୃତ୍ୟୁ ନା କେହି ହତ୍ୟା କରି ଫିଙ୍ଗିଛି ଅସ୍ପଷ୍ଟ ରହିଛି।