ମୃତ୍ୟୁ ପରେ ମଧ୍ୟ ଆଲୋକ ଦେଲେ – ଲୋକନାଥ ପାତ୍ରଙ୍କର ଚକ୍ଷୁଦାନ

କୋରାପୁଟ: ଜିଲ୍ଲାର ପୁରୁଣା ମାର୍କେଟ କମ୍ପ୍ଲେକ୍ସ ଭୁଶିଡିବା ଘଟଣାରେ ଜଣେ ବ୍ୟବସାୟୀ ଲୋକନାଥ ପାତ୍ରଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାରଲୋକେ ତାଙ୍କ ଚକ୍ଷୁଦାନ କରି, ଅନ୍ୟ ଜଣଙ୍କ ପାଇଁ ନୂଆ ଜୀବନର ଆଲୋକ ସାଜିଦେଇଛନ୍ତି। ଏହି ମହାନ କାର୍ଯ୍ୟ କୋରାପୁଟରେ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି।
Spread the love

କୋରାପୁଟ: ଜିଲ୍ଲାର ପୁରୁଣା ମାର୍କେଟ କମ୍ପ୍ଲେକ୍ସ ଭୁଶିଡିବା ଘଟଣାରେ ଜଣେ ବ୍ୟବସାୟୀ ଲୋକନାଥ ପାତ୍ରଙ୍କର ମୃତ୍ୟୁ ହୋଇଥିଲା।ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାରଲୋକେ ତାଙ୍କ ଚକ୍ଷୁଦାନ କରି, ଅନ୍ୟ ଜଣଙ୍କ ପାଇଁ ନୂଆ ଜୀବନର ଆଲୋକ ସାଜିଦେଇଛନ୍ତି।ଏହି ମହାନ କାର୍ଯ୍ୟ କୋରାପୁଟରେ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି।