କାଦୋବାହାଲ ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।

କାଦୋବାହାଲ ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
Spread the love

କାଦୋବାହାଲ ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋଵାହାଲ ଏସ ଵି ଆଇ ବ୍ୟାଙ୍କ ତରଫରୁ ଆଫ୍ରିକା ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତା ର ସହ ଆରୋହଣ କରି ଦେଶ ପାଇଁ ଗୌରବ ଆଣିଥିବା ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି l ଏହି ଅବସରରେ ବ୍ୟାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ପ୍ରଣବ ରଞ୍ଜନ ପଧାନ ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଯୋଗଦାନ ଦେଇଥିଲେ l ସୁଜିତ କୁମାର ସିଂହ,ଲକ୍ଷ୍ମଣ ପଧାନ, ଅମିତ କୁମାର ଦାସ, କୃଷ୍ଣ ଚନ୍ଦ୍ର ସାହୁ, ତ୍ରିଲୋଚନ ମେହେର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l ପରିଶେଷରେ ସମସ୍ତେ ଶ୍ରୀ ମହାପାତ୍ରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ମା ସମଲେଇ ଙ୍କ ପାଖରେ କାମନା କରିଥିଲେ l