ମାଲକାନଗିରିରେ ୨୪ ଘଣ୍ଟା ପରେ ସବେରୀ ନଦୀରୁ ଯୁବକଙ୍କୁ ହେଲିକପ୍ଟରରେ ଉଦ୍ଧାର

ମାଲକାନଗିରିରେ ୨୪ ଘଣ୍ଟା ପରେ ସବେରୀ ନଦୀରୁ ଯୁବକଙ୍କୁ ହେଲିକପ୍ଟରରେ ଉଦ୍ଧାର

ମାଲକାନଗିରିରେ ୨୪ ଘଣ୍ଟା ପରେ ସବେରୀ ନଦୀରୁ ଯୁବକଙ୍କୁ ହେଲିକପ୍ଟରରେ ଉଦ୍ଧାର

ମାଲକାନଗିରି: ଜିଲ୍ଲାର ମାଟାପାକା ପଞ୍ଚାୟତ କତାମାଟେ ନିକଟସ୍ଥ ସବେରୀ ନଦୀରୁ ଜଣେ ଯୁବକଙ୍କୁ ୨୪ ଘଣ୍ଟା ପରେ ଉଦ୍ଧାର କରାଗଲା।ଏହି ଉଦ୍ଧାର କାର୍ଯ୍ୟରେ ଛତିଶଗଡ଼ ପୁଲିସ ଓ ମୁତୟନ ହୋଇଥିବା CRPF ଦଳ ମିଳିତ ଭାବରେ ସହଯୋଗ କରିଥିଲେ। ଯୁବକଙ୍କୁ ହେଲିକପ୍ଟର ମାଧ୍ୟମରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।ସ୍ଥାନୀୟ ସୂଚନା ଅନୁଯାୟୀ, ଯୁବକ ୨୪ ଘଣ୍ଟା ଧରି ନଦୀ ମଝିରେ ଅଟକିଥିଲେ। ପରେ ସୂଚନା ମିଳିବା ପରେ ପ୍ରଶାସନୀୟ ଦଳ ଏକାଧିକ ଚେଷ୍ଟା କରି, ଶେଷରେ ତାଙ୍କୁ ଉଦ୍ଧାର କରିପାରିଲା।