ଲଘୁଚାପଜନିତ ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା ଘର କାନ୍ଥ : ଅଳ୍ପକେ ବର୍ତିଲେ ପରିବାର ।

ଲଘୁଚାପଜନିତ ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା ଘର କାନ୍ଥ : ଅଳ୍ପକେ ବର୍ତିଲେ ପରିବାର । ଗଜପତି,(ମନୋଜ ପାଢୀ): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଖ୍ରୀଷ୍ଟିଆନ ସାହିର ସୁଜିତ ପାଳ ଓ ସିନିତା ପାଳଙ୍କ ଘର ଭୁଶୁଡ଼ି ଯାଇଛି। ମଙ୍ଗଳବାର ରାତି ୯ଟା ସମୟରେ ପରିବାର ଲୋକେ ରୋଷେଇ ସାରି ଖାଇବା ପରେ ବାଡ଼ି କାନ୍ତ ଭୁଶୁଡ଼ି ଯାଇଥିଲା ଫଳରେ ଅଳ୍ପକେ ବର୍ତିଥିଲେ ପରିବାର ଲୋକେ।ସୂଚନା ପାଇ ଗୁମ୍ମା ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ଆକଳନ ରିପୋର୍ଟ ଆଧାରରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଶରତ ଶବର।
Spread the love