ବରଗଡ ୨୯,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ତ୍ରିଲୋଚନ ସେଠ ଙ୍କ ସଂଯୋଜନା କରିଥିଲେ।ମୁଖ୍ୟ ବିଚାରକ ଭାବେ ଡାଃ ଅଜିତ କୁମାର ନାଥ, ଡାଃ ଶୁସାନ୍ତ ପୂଝାରୀ, ଦେବେନ୍ଦ୍ର ମେହେର, ସୌମ୍ୟରଞ୍ଜନ ଭୋଇ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଦାକିନୀ ପଂଡା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ବଳିଷ୍ଠ ମେହେର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ପ୍ରଧାନ,ଜୟଦେବ ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଦାକିନୀ ପଂଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ କିଶୋର ପତି, ଏସଏମସି ଚେୟାରମେନ ଶୁସିଲ ମେଣ୍ଡଲୀ ଯୋଗ ଦେଇଥିଲେ। ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟି ର ସଦସ୍ୟ /ସଦସ୍ୟା ମାନେ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସ୍ଵାଗତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଖରମୁଣ୍ଡା ଓ ନିଷ୍ଠା ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି।
ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଖରମୁଣ୍ଡା ଓ ନିଷ୍ଠା ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି। ବରଗଡ଼ – ୧୨,୧୦(ଭବାନୀ ଶଙ୍କର…
୫କୁଇଣ୍ଟଲ ଗଞ୍ଜେଇ ଜବତ, ୪ ଗିରଫ
୫କୁଇଣ୍ଟଲ ଗଞ୍ଜେଇ ଜବତ, ୪ ଗିରଫ ଆର,ଉଦୟଗିରି- ମନୋଜ କୁମାର ପାଢା/ମୋହନା ଥାନା ବାଘମାରି ପଞ୍ଚାୟତର ଶିଙ୍କୁଳିପଦର ଗ୍ରାମ ନିକଟରୁ ୫କୁଇଣ୍ଟଲ ଗଞ୍ଜେଇ ସହ ଏକ କାର…
Odisha Soil Conservation and Waterfront Development Director visited Baipariguda Block of Koraput district .
Odisha Soil Conservation and Waterfront Development Director visited Baipariguda Block of Koraput district today. Koraput collector along with other departmental…