ମୁଁ ସୁସ୍ଥ ଅଛି… ବୋଲି କହିଲେ ନବୀନ ପଟ୍ଟନାୟକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରଖିଲେ ପ୍ରତିକ୍ରିୟା । ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *