ପାରଳାଖେମୁଣ୍ଡି ସ୍ଥିତ ବିଜେଡି କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ।

Spread the love

ପାରଳାଖେମୁଣ୍ଡି ସ୍ଥିତ ବିଜେଡି କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ।

ଗଜପତି( ମନୋଜ ପାଢୀ) : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ 79ତମ ସ୍ୱାଧୀନତା ଦିବସ ଅତି ଆଢ଼ମ୍ବର ସହକାରେ ପାଳନ କରାଯାଇଥିଲା l ଏହି ସ୍ୱାଧୀନତା ଦିବସରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଜାତୀୟ ପତକା ଉତ୍ତୋଳନ କରି ଜାତୀୟ ସଂଗୀତ ଜୟାଗନ କରିବା ସହ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଶୁଭକାମନା ଜଣେଇଥିଲେ l ଏହି ସ୍ୱାଧୀନତା ଦିବସରେ ବିଧାୟକ ସମେତ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଜିଲ୍ଲାପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ପୌରପରିଷଦ ଉପାଦାକ୍ଷ ଲେଙ୍କା ମଧୁ,ବରିଷ୍ଠ ବିଜେଡି ନେତା ଏବଂ ସମସ୍ତ କଉଁସେଲର ପ୍ରମୁଖ ଉପସ୍ଥିତ ଥିଲେ l