ମୋହନା ଭିନ୍ନକ୍ଷ୍ୟମ ବିଦ୍ୟାଳୟ ୭୯ତମ ସ୍ବାଧିନତା ଦିବସ ମହାଆଡମ୍ବରରେ ପାଳନ ହେଲା ।

ମୋହନା ଭିନ୍ନକ୍ଷ୍ୟମ ବିଦ୍ୟାଳୟ ୭୯ତମ ସ୍ବାଧିନତା ଦିବସ ମହାଆଡମ୍ବରରେ ପାଳନ ହେଲା ।

ଆର,ଉଦୟଗିରି (ମନୋଜ କୁମାର ପାଢୀ) ୧୫/୮ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର , ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ ମୋହନା ଠାରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଗଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଗଲା । ମୁଖ୍ୟ ଅତିଥି ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଗଲା । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ , ମୁଖ୍ୟ ଅତିଥି ମନୋଜ କୁମାର ସାହୁ (ଉପସଭାପତି ) , ଶ୍ରୀ ଦଣ୍ଡାସୀ ସାହୁ (ସଭାପତି) , ଏବଂ ସମ୍ମାନିତ ଅତିଥି – ଶ୍ରୀ ପ୍ରଶାନ୍ତ ବୀର, ଶ୍ରୀମତୀ ଶୁଭ ବୀର, ଶ୍ରୀ ସୁରେନ୍ଦ୍ର ଜେନା , ଶ୍ରୀ ଜୟପ୍ରକାଶ ପାଇକ , ଶ୍ରୀ ରବି କୁମାର ସାମନ୍ତରାୟ , ଶ୍ରୀ ଟୁନା ମଲ୍ଲିକ , ଶ୍ରୀ କୃଷ୍ଣ ସାହୁ , army officer ରାଓ ବାବୁ , ବିମଳା ବାବୁ , ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟାନ୍ୟ ଅତିଥିଗଣ ଯୋଗ ଦେଇଥିଲେ । ଏବଂ ପରିଚାଳକ କମିଟି , ଶିକ୍ଷାବିତ୍ , ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପୁରସ୍କାର , bedsheet ଓ ପୋଷାକ ବିତରଣ କରାଗଲା ମିଷ୍ଠାନ ବଣ୍ଟନ କରାଗଲା । ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଗଲା ।

Leave a Reply

Your email address will not be published. Required fields are marked *