ନିଆରା ଢଙ୍ଗରେ ପାଳିତ ହେଲା ରାକ୍ଷୀ ପୁର୍ଣିମା ।

ନିଆରା ଢଙ୍ଗରେ ପାଳିତ ହେଲା ରାକ୍ଷୀ ପୁର୍ଣିମା ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ପାଇକ କୁପାଖାଲ ଗ୍ରାମ ଠାରେ ନୂତନ ଢଙ୍ଗ ଭାବେ ପାଳନ ହୋଇଛି ରାକ୍ଷୀ ପୁର୍ଣିମା ।ଗ୍ରାମର ମୁଖ୍ୟ ଗୁଣନିଧି ବାଗ୍ ଙ୍କ ତୋତାବଧାନ୍ ରେ ରୋମେଶ ନାଏକ,ମାକରିୟା ନାଏକ,ରାକ୍ଷୀ ପୁର୍ଣିମା ରୋ ଆୟାଜନ କରିଥିେଲ ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ (ସି,ଏସ୍ ଆର୍)ଏ,ଜି,ଏମ୍ ଶ୍ରୀ ମୋନଜ ଦାସ, ତାଙ୍କ ସହ ଜଗି ଶ୍ରୀ ଶୁକାନ୍ତ ଧୋଳ,ଅଣ୍ଡିରାକଞ୍ଚ ଥାନା (ଏସ୍,ଆଇ) ଶ୍ରୀ ଅରୁଣ କୁମାର ପାତ୍ର,ଡଙ୍ଗାସିଲ ହେଡ ମାଷ୍ଟର,ଶ୍ରୀ ଗ୍ୟାନରଞ୍ଜନ ସାହୁ, କାଶୀପୁର ଫୋରେଷ୍ଟର,ଅଫିସରୁ,ଶ୍ରୀ ଅଛୁତ ଚଲାନ ଓ ମାଇକଞ୍ଚ ଜିପି ଡୋମ୍ ସମାଜ ସଭାପତି ଶ୍ରୀ ଶିବରାମ ନାଏକ ଯୋଗଦେଇଥିଲେ । ପ୍ରଥମେ ଗ୍ରାମର ଦେବା ଦେବିଙ୍କୁ ପୂଜାର୍ଚନା କରିବା ପରେ ବୃକ୍ଷ ରୋପଣ କରାଜାଇଥିଲା । ଗୋଛ ଲଗାଇବା ପରେ ତାକୁ ମଧ୍ୟ ରାକ୍ଷୀ ବନ୍ଧା ଯାଇଥିଲା । କାରଣ ଭୋଉଣି ଯଦି ଭାଇକୁ ରାକ୍ଷୀ ବାନ୍ଧି ଭଲ ପାଇବା ପାଉଛି,ତାହେଲେ ଆମେ ସମସ୍ତେ ଗଛକୁ କାହିଁକ ଭଲପାଇ ପାରିବା ନାହି ବୋଲି ଶ୍ରୀ ଗୁଣ ଭାଇ କହି ଥିଲେ ।ସେସରେ ସମସ୍ତେ ସମସ୍ତଙ୍କ ସହିତ ଭାତ୍ରୃ ଭାବ ଷୃଷ୍ଠି କରିବା ପାଇଁ ରାକ୍ଷୀ ଉଭୟ ଉଭୟଙ୍କ ସହିତ ବନ୍ଧା ବନ୍ଧି ହୋଇ ଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ପ୍ରତିନିଧି ଅରବିନ୍ଦ ସାହୁ ଙ୍କ ରିର୍ପଟ ।

Leave a Reply

Your email address will not be published. Required fields are marked *