ମହିଳାଙ୍କ ବିକାଶ ନୁହଁ ବିନାଶ ହେଉଛି।

Spread the love

ସୁଭଦ୍ରା ପାଇଁ ଉପମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି କିନ୍ତୁ ଏଠି ମହିଳାଙ୍କ ସ୍ଥିତି କଣ? ମହିଳାଙ୍କ ବିକାଶ ନୁହଁ ବିନାଶ ହେଉଛି। ଆମେ ମହିଳା ସୁରକ୍ଷାକୁ ନେଇ ଲଢେଇ ଜାରି ରଖିବୁ। ଏଫଏମ୍ ରେ ମୃତକ ଏକାକୀ କେମିତି ପେଟ୍ରୋଲ ଢାଳି ଜଳିଲା, ବଳଙ୍ଗାରେ ମୃତକ ଜଣଙ୍କ ଏକାକୀ କେମିତି ନିଜ ଦେହରେ ନିଆଁ ଲଗାଇଲା। ଏହାର ଉତ୍ତର ଆମକୁ ଦରକାର ନହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ: ଟୁକୁନି ସାହୁ, ବିଜେଡି ନେତ୍ରୀ