ଭରା ନାଳ ପାର କରି ଗର୍ଭବତୀ ମହିଳାଙ୍କୁ ମେଡ଼ିକାଲ କେନ୍ଦ୍ରକୁ ପହଞ୍ଚାଇଲେ ଗ୍ରାମବାସୀ

ଭରା ନାଳ ପାର କରି ଗର୍ଭବତୀ ମହିଳାଙ୍କୁ ମେଡ଼ିକାଲ କେନ୍ଦ୍ରକୁ ପହଞ୍ଚାଇଲେ ଗ୍ରାମବାସୀ

📍 ପଞ୍ଚୁପାଣ୍ଡବ, ପେଣ୍ଡିଲି GP | ଗୁଡ଼ାରି ବ୍ଲକପଞ୍ଚୁପାଣ୍ଡବ ଗ୍ରାମରେ ଏକ ଗର୍ଭବତୀ ମହିଳା ଅସୁସ୍ଥ ହେବା ସୂଚନା ପରେ ଗ୍ରାମବାସୀ ତାଙ୍କୁ ବାହାକରେ ଭରା ନାଳ ପାର କରାଇ, ସୁରକ୍ଷିତ ଭାବରେ ଏମ୍ବୁଲେନ୍ସ ଯାଞ୍ଚ ପରେ ନିକଟସ୍ଥ ମେଡ଼ିକାଲ କେନ୍ଦ୍ର (ସ୍ୱାସ୍ଥ୍ୟ କେନ୍ଦ୍ର) କୁ ପଠାଇଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି ଓ ଅବସ୍ଥା ସ୍ଥିର !

Leave a Reply

Your email address will not be published. Required fields are marked *