ଭୁବନେଶ୍ୱର:ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି’-‘ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି, ଦର ୩୨/୩୪ ଟଙ୍କା ହେଲାଣି’-ତେବେ ମନ୍ତ୍ରୀ ୩୨/୩୪ କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦର ଉଚ୍ଚା-କଟକ, ଭୁବନେଶ୍ବରରେ ଆଜି ଆଳୁ କେଜି ୫୦ ଟଙ୍କା ଥିବା ସୂଚନାଆଳୁ ଦର ସ୍ବାଭାବିକ ହେଉଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର-‘ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା ଆରମ୍ଭ’-‘
Related Posts
ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ,ଦେଶୀ ଓ ଜୈବିକ “ସିଦ୍ଧି ମସଲା” ଉଦଘାଟିତ
ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ,ଦେଶୀ ଓ ଜୈବିକ “ସିଦ୍ଧି ମସଲା” ଉଦଘାଟିତ…. ଭୁବନେଶ୍ୱର :- (ରିପୋର୍ଟ କୁନା ଦିଗାଲ )ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ,…
କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଅନୁମୋଦନ
କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଅନୁମୋଦନ ଭୁବନେଶ୍ୱର: କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ…
ଓଡିଶାରେ ବନ୍ୟା ସ୍ଥିତି ନାହିଁ
ଓଡିଶାରେ ବନ୍ୟା ସ୍ଥିତି ନାହିଁ ଭୁବନେଶ୍ୱର: ଓଡିଶା ପାଇଁ କୌଣସି ବନ୍ୟା ପରିସ୍ଥିତି ନାହିଁ। ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏହା ସୂଚନା…