ଗଜପତି:୧୭/୭(ମନୋଜ ପାଢୀ ): ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାରଳାଖେମୁଣ୍ଡି ସହରର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମହିଳାମାନେ ଏଥିରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଗତିର ସଭାପତି କଳ୍ପନା ପଟ୍ଟନାୟକ ସମ୍ପାଦିକା ତନୁଜା ଶତପଥୀ, ଉପ ସଭାପତି ଲୋକନାଥ ମିଶ୍ର, ଇତିଶ୍ରୀ ମହାପାତ୍ର, ଡ.ଭାରତୀ ପାଣିଗ୍ରାହୀ, ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ଇପ୍ସିତା ପାଢୀ, ଡାକ୍ତର ମୁର୍ମୁ, ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Related Posts
ସମ୍ବଲପୁରୀ ଦିନ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ
ସମ୍ବଲପୁରୀ ଦିନ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ବରଗଡ- (ଭବାନୀ ଶଙ୍କର ପାଢ଼ୀ) ତା-୦୧-୦୮-୨୦୨୫ରିଖ (ଶୁକ୍ର…
ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସାପ୍ତାହିକ ଦିବସ ପାଳିତ
ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସାପ୍ତାହିକ ଦିବସ ପାଳିତ ।ଗଜପତି(ମନୋଜ ପାଢୀ) : ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସାପ୍ତାହିକ ଦିବସ ମହାସମାରୋହ ଅନୁଷ୍ଠିତ ହେଇଥିଲା |ମହାବିଦ୍ୟାଳୟର…
ମୋହନା ପ୍ରେସ କ୍ଳବ ପକ୍ଷରୁ ଖଣି ଏସଏସଡ଼ି ହାଇସ୍କୁଲ ରେ ମିଳିତ ଚାରା ରୋପଣ କରାଯାଇଛି |
ମୋହନା ପ୍ରେସ କ୍ଳବ ପକ୍ଷରୁ ଖଣି ଏସଏସଡ଼ି ହାଇସ୍କୁଲ ରେ ମିଳିତ ଚାରା ରୋପଣ କରାଯାଇଛି | ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ପ୍ରେସ…