ନଦୀରେ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି !

ପିଥୋରାଗଡ଼ : ଉତ୍ତରାଖଣ୍ଡର ପିଥୋରାଗଡ଼ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସଂଧ୍ୟା ୫ଟା ସମୟରେ ୧୩ ଜଣ ଲୋକଙ୍କ ନେଇ ଯାଉଥିବା ଏକ ଗାଡ଼ି ୩୦୦ ମିଟର ନିମ୍ନରେ ଥିବା ଏକ ନଦୀରେ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ଅଛନ୍ତି ।(ସମ୍ବାଦ)

Leave a Reply

Your email address will not be published. Required fields are marked *