ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ଦେହାନ୍ତ ହୋଇଛି |

ନୂଆଦିଲ୍ଲୀ: ପରଲୋକରେ ସାଉଥ ସିନେମାର ଖଳନାୟକ | ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ଦେହାନ୍ତ ହୋଇଛି | ୮୩ ବର୍ଷ ବୟସରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି | ତାଙ୍କ ଦେହାନ୍ତ ଖବର ପାଇଁ ସମଗ୍ର ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *