ଟ୍ରକ୍ ଧକ୍କାରେ ତିନି ଅଟୋ ଅରୋହୀ ଗୁରୁତର।

ଟ୍ରକ୍ ଧକ୍କାରେ ତିନି ଅଟୋ ଅରୋହୀ ଗୁରୁତର।

ଗତକାଲି ରାତିରେ ହିଞ୍ଜିଳି ଥାନା ସହର କଲେଜ ସାମ୍ନାରେ ଗୋଟିଏ ଅଟୋ କିଛି ଲୋକଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଗୋଟିଏ ମାଲବାହୀ ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ସମର ଝୋଳ ଛକରେ କାର୍ଯ୍ୟରତ ଫାଣ୍ଡି କର୍ମଚାରୀ ଅଟକ ରଖି ଡ଼୍ରାଇଭର କୁ ଓହ୍ଲାଇ ଥାନା କୁ ଆଣି ଅଟକ ରଖିଛନ୍ତି।ଦୁର୍ଘଟଣା ର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଅଟୋ ଆରୋହୀ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

Leave a Reply

Your email address will not be published. Required fields are marked *