ଭିଣୋଇ ହାତରେ ଆଶା ଦିଦିର ମୃତ୍ୟୁ।

ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ ଚଢେୟାପଲୀ ବୋଉଳ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯ’ଦ୍ଵାରା ନିଜ ଭିଣୋଇ ଶାଳୀ କୁ ହତ୍ୟା କରି ଫେରାର ଥିବା ଜଣାପଡିଛି। ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦି ଭାବେ କାର୍ଯ୍ୟରତ ବିଜୟଲକ୍ଷ୍ମୀ ତ୍ରିପାଠୀ ନାମ୍ନୀ ଜଣେ ମହିଳା ଙ୍କୁ ତାଙ୍କର ଭିଣୋଇ ଜମିଜମା ବିବାଦକୁ କେନ୍ଦ୍ରକରି ଗାଁ ଦାଣ୍ଡ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ହାଣିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ବିଜୟଲକ୍ଷ୍ମୀ ର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *