ଯୁବକ ର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ।

ଯୁବକ ର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ।

ହିଞ୍ଜିଳି ଥାନା ଅର୍ନ୍ତଗତ ସହର ଉପକଣ୍ଠ ଶ୍ମଶାନ ପରିସର ଏକ ଗଛ ଶାଖାରେ ଜଣେ ଯୁବକକୁ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ ଓ ମୃତ ଯୁବକ ଜଣକ ହିଞ୍ଜିଳି ପୌରାଞ୍ଚଳ ଜୟ ମଙ୍ଗଳ ସାହିର ମଣ୍ଟୁ ବେହେରା ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ହିଞ୍ଜିଳି ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ମଣ୍ଟୁ ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ ଓ ସନ୍ଦେହ ଘେରରେ ରହିଛି।

Leave a Reply

Your email address will not be published. Required fields are marked *