ପୁରେନା ଗ୍ରାମରେ ପାନୀୟ ଜଲ ଠପ୍ ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଗାଁ ପାଖରେ ଥିବା ସମସ୍ତ ଜଳୁଉସ କମିବାରେ ଲାଗିଲାଣି ସରକାରୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗାଁ ଗାଁ ଫେଲ ମାରିଛି। ଏ ଯାଏ ଲୋକଙ୍କ ସମସ୍ୟା ଦୂର ହେଇ ନାହିଁ।ପୁରେନା ଗ୍ରାମରେ ୬ ମାସ ଧରି ପାଣି ସପ୍ଲାଏ ବନ୍ଦ ରହି ଅଛି ନୂଆ ଟ୍ରାନସଫରମ୍ ଲାଗି ଥିଲେ ମଧ୍ଯ ଏ ଯାଏ ତାକୁ ଚାର୍ଜ କରା ଯାଇ ନାହଁ। ମାଟି ତଲେ ତୋପା ହୋଇ ଥିବା ଲୁହା ନଲ ପାଇପ ଫାଟି ଜାଇଛି ତାକୁ ନୂତନ ଭାବେ କରାଯାଇ ନାହଁ।ଏହି ସମସ୍ୟାର ସମାଧାନ ପାଇଁ ପୁରେନା ଗ୍ରାମର ଆଇନ ଛାତ୍ର କ୍ଷେତ୍ର ଘନ କୂମ୍ବାର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଲେଖି ଜଣାଇ ଅଛନ୍ତି

By admin

Leave a Reply

Your email address will not be published. Required fields are marked *