ସେମିଳିଗୁଡାର ବିଭିନ୍ନ କେନ୍ଦ୍ରରେ ଆଂଗନ କି ଉସ୍ଚବ ଉଦଯାପିତ
ସେମିଳିଗୁଡା.ତାରିଖ ୨୯-୯-୨୦୨୬-ପୋଷଣ ମାସରେ ଚାଲିଥିବା ଆଂଗନ କି ଉସ୍ଚବ କାର୍ଯ୍ୟକ୍ରମ ସେମିଳିଗୁଡାରେ ବିଭିନ୍ନ ଅଂଗନ ୱାଡି କେନ୍ଦ୍ରରେ ଉଦଯାପିତ ହୋଇ ଯାଇଛି। କୋଡିଙ୍ଗା ଅଙ୍ଗନୱାଡି କେନ୍ଦ୍ରରେ ଅବସରପ୍ରାପ୍ତ ସିଡିପିଓ ଓ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ମୂଖ୍ଯ ଅତିଥି ଭାବରେ ଯୋଗଦେଇ ପୋଷଣ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ପିତା ଓ ଅଂଗନୱାଡି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରି ଅଙ୍ଗନୱାଡି କର୍ମୀ ପ୍ରତି.ଆପତ୍ତି,ଗୀତାଂଜଳି ପାଲଟିଛି,ଲକ୍ଷ୍ମୀ ହନ୍ତାଳ ଓ ସହାୟିକାମାନଙ୍କୁ ସମ୍ମାନିତ କରିଥିଲେ। ପୂର୍ବତନ ସିଡିପିଓ ଭାରତୀ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲ ପରିଚାଳନାକମିଟିର ସଦସ୍ଯା,.ମହିଳା ପୁରୁଷ କିଶୋରୀ ବାଳିକାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସମସ୍ତଙ୍କପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇ ଥିଲା।
