ଗଞ୍ଜାମ ଜିଲ୍ଲା ଚୋରୀ ଅଳଙ୍କାର ଆସିକାରୁ ଜବତ, ୨୧ ଲକ୍ଷର ସୁନା-ରୂପା ଉଦ୍ଧାର ।

ଗଞ୍ଜାମ ଜିଲ୍ଲା ଚୋରୀ ଅଳଙ୍କାର ଆସିକାରୁ ଜବତ, ୨୧ ଲକ୍ଷର ସୁନା-ରୂପା ଉଦ୍ଧାର ।

ଗଞ୍ଜାମ ଜିଲ୍ଲା ଚୋରୀ ଅଳଙ୍କାର ଆସିକାରୁ ଜବତ, ୨୧ ଲକ୍ଷର ସୁନା-ରୂପା ଉଦ୍ଧାର ।ଗଞ୍ଜାମମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ସୁନା ରୂପା ଚୋରି ।କ୍ରମାଗତ ଭାବରେ ହେଉଥିଲା ଚୋରି ।ଅ।ସିକାରୁ ଜବର ହେଲା କୁଢକୁଢ ସୁନା ରୂପା ।ଜବତ ମଧ୍ୟରେ ଅଛି ରୂପା 7 କିଲୋ ଓ ସୁନା 60 ଗ୍ରାମ ।ଗିରଫ ଯୁବକ ଜଣକ ହେଲା ଏନ. ନରେଶ ପ୍ରଧାନ ।ସୂଚନା ଦେଲେ ଅ।ସିକା ଏସଡିପିଓ । ଗଣେଶ ପାଣିଗ୍ରାହୀ ରିପୋର୍ଟ