ଆର,ଉଦୟଗିରି ଠାରେ ଏଆଇଟିୟୁସି (AITUC) ର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ।
ଗଜପତି,୧୫.୮:(ମନୋଜ ପାଢ଼ୀ) ଗଜପତି ଆଇଟିୟୁସି ର ପ୍ରଥମ କରି ଜିଲ୍ଲା ସମ୍ମିଳନୀ ଆର,ଉଦୟଗିରି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀ ରେ ଏକ ବିଶାଳ ଶୋଭାଯାତ୍ରା ହାଇସ୍କୁଲ ଛକ ରୁ ବାହାରି କଲ୍ୟାଣମଣ୍ଡପ ସହର ପରିକ୍ରମା କରିଥିଲେ । କଲ୍ୟାଣମଣ୍ଡପ ଠାରେ ଏହି ସଭାରେ ବିଜୁଳି କର୍ମଚାରୀ ସଂଘର ବସନ୍ତ ମହାରାଣା ଲାଲ ପତାକା ଉତ୍ତୋଳନ କରିଥିଲେ । ଶ୍ରମିକ ନେତା ଏସ୍ରାଏଲ ମାଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନରସିଂହ ମାଳ ବିଷୋଇ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀର ଉଦ୍ଘାଟନ କରି ଏଆଇଟିୟୁସ ରାଜ୍ୟ ସାଧାରଣ ସମ୍ପାଦକ ଜିଲ୍ଲାର ବିଜୟ ଜେନା କାର୍ଯ୍ୟ କରୁଥିବା ସ୍ବାଗତ କରିଥିଲେ । କର୍ମକତ୍ତା କାର୍ଯ୍ୟକର୍ତା ଶମିକଙ୍କୁ ସ୍ବାଗତ ଦେଇଥିଲେ । ଆସନ୍ତା ଦିନର ସଂଗ୍ରାମ ସମ୍ପର୍କରେ ଶ୍ରମିକଙ୍କୁ ସଂଘଠିତ କରି ମିଳିତ ଆନ୍ଦୋଳନକୁ ସଫଳ ନିମନ୍ତେ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରୁ ନିଖିଳ ଓଡିଶା, ଆଶା କର୍ମୀ ସଂଘର ସାଧାରଣ ସମ୍ପାଦକ ନମିତା ସାହୁ, ଅଳକ ମିଶ୍ର, ବକ୍ତବ୍ୟ ରଖିଥିଲେ । ଅନ୍ୟାମାନଙ୍କ ବିଭିନ୍ନ ସଂଗଠନର ପ୍ରତିନୀଧିମାନେ ଆଲୋଚନା କରିଥିଲେ ଅଭୟ ଦାସ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ସଞ୍ଜୟ ମଲ୍ଲିକ ଉଦ୍ବୋଧନ ଆହ୍ବାନ କରିଥିଲେ । ଦ୍ବିତୀୟ ସଭା ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ଗୀତାଞ୍ଜଳି କାର୍ଯ୍ୟକାରୀ ସଭାପତି ବସନ୍ତ ମହାରାଣା, ସାଧାରଣ ସମ୍ପାଦକ ନରସିଂହ ମାଲ ବିଶୋଇ, ଉପସଭାପତି ରଞ୍ଜନ କୁମାର ମହାପାତ୍ର, ସମ୍ନିତା ମଣ୍ଡଳ, କୋଦୁରୁ ରାମରାଜୁ , ଯୁଗ୍ମ ସମ୍ପାଦକ ଏସ୍ରାଏଲ ମାଳି, ଜୋତରୀନ୍ଦର ସଭାପତି ଫ୍ରାନସିସ୍କ ନାୟକ, ପଙ୍କଜିନୀ ଶବର କୋଷାଧକ୍ଷ ମମତା ଭୂୟାଁ ଙ୍କ ସାମନ୍ତେ ୧୧ ଜଣ କାର୍ଯ୍ୟକାରୀ କମିଟି ନିର୍ବାଚନ ହେଲେ ପ୍ରତିବ୍ଳକରୁ ଏଜୁକୋଟି ବଡି ମେମ୍ବର ନିର୍ବାଚନ ହୋଇଥିଲେ ।
