ଗଞ୍ଜାମ ଜିଲ୍ଲା ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ରାଷ୍ଟ୍ରପତି ।

ଗଞ୍ଜାମ ଜିଲ୍ଲା ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ରାଷ୍ଟ୍ରପତି ।

ଗଞ୍ଜାମ ଜିଲ୍ଲା ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ରାଷ୍ଟ୍ରପତି ।

ସ୍ୱତନ୍ତ୍ର ଟ୍ରେନ୍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା । ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ପୂର୍ବତଟ ରେଳବାଇ, ରେଳ ସୁରକ୍ଷା ବଳ, GRP, ରାଜ୍ୟ ପୁଲିସ ଏବଂ SPG ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ