କିସ୍ ଅନୁଷ୍ଠାନର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ହାର୍ଦିକ ଶୁଭେଚ୍ଛା।

କିସ୍ ଅନୁଷ୍ଠାନର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ହାର୍ଦିକ ଶୁଭେଚ୍ଛା।

କିସ୍ ଅନୁଷ୍ଠାନର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ହାର୍ଦିକ ଶୁଭେଚ୍ଛା।

ଗଜପତି(ମନୋଜ ପାଢ଼ୀ)-: ମୋହନା ର ରୋମାନିଆ ବିଶ୍ୱ ଥିଅଟର ଫେଷ୍ଟିଭାଲରେ ସଫଳତାର ସହ ସେକ୍ସପିଅର ନାଟକ ମଞ୍ଚସ୍ଥ କରିଥିବାରୁ କିଶ୍ ଅନୁଷ୍ଠାନର ଜନଜାତି ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଗଜପତି ଜିଲ୍ଲା ମୋହନାରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୋହନା ବ୍ଲକ୍ ବିଡିଓ ଶ୍ରୀ ରାଜୀବ ଦାସ ଓ ଯୁବ ନେତା ତଥା ସମାଜ ସେବୀ ଅଭାନ ନାୟକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ସେମାନଙ୍କ ସଫଳତା କାମନା କରିବା ସହ ସରକାର ମଧ୍ୟ କିଭଳି ବ୍ୟାପକ ଭାବରେ ଆଦିବାସୀଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟରତ ତା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଦମାଡୁଆ ସମିତି ସଭ୍ୟ ଅନନ୍ତ ମଲ୍ଲିକ ଙ୍କ ସମେତ ରାଜୀବ ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ,ମୋହନା