କମିଶନରଙ୍କ କଡ଼ା ପଦକ୍ଷେପ। ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ*( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଦାୟିତ୍ୱହୀନତା ଏବଂ ବିଶୃଙ୍ଖଳା ପାଇଁ ବ୍ରହ୍ମପୁର ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଡୁଙ୍ଗଡୁଙ୍ଗ ନିଲମ୍ୱିତ। ନିଲମ୍ବନ କଲେ କମିଶନର ଏ. ଶସ୍ୟା ରେଡ୍ଡୀ। ନିଲମ୍ବନ ସମୟରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ। ପ୍ରତିମାସର ପ୍ରଥମ ସପ୍ତାହରେ ନନ୍-ଏନଗେଜମେଣ୍ଟ ସର୍ଟିଫିକେଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବିଶୃଙ୍ଖଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ନିର୍ବାହୀ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କଲେ କମିଶନର
