୪୨ତମ ଆଗାପେ ସୌରା ମହା ସମ୍ମିଳନୀ ରେ ଯୋଗଦେଲେ ବିଧାୟକ

୪୨ତମ ଆଗାପେ ସୌରା ମହା ସମ୍ମିଳନୀ ରେ ଯୋଗଦେଲେ ବିଧାୟକ

୪୨ତମ ଆଗାପେ ସୌରା ମହା ସମ୍ମିଳନୀ ରେ ଯୋଗଦେଲେ ବିଧାୟକ

ଗଜପତି , ୮.୩(ମନୋଜ ପାଢ଼ୀ):-ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ବୁରିଗାଁ ଠାରେ ଏକ ବିରାଟ ସୌରା ସଭା ଆୟୋଜିତ ହୋଇଯାଇଛି , ଏହି ସଭା ଦୁଇଦିନ ଧରି ଆୟୋଜିତ ହୋଇଥିବା ବେଳେ, ଆଜି ର ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଯୋଗଦେଇ ଥିଲେ, ପ୍ରଥମେ ଗ୍ରାମ ମୁଁହ ଠାରୁ ବିଧାୟକ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା, ବିଧାୟକ ରୁପେଶ ପାଣିଗ୍ରାହୀ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ସୌରା ଭାଷା ରେ ଅଭିନନ୍ଦନ ଜଣାଇଲେ,ପରେ ପ୍ରଭୁ ଯିଶୁ ଙ୍କ ବାକ୍ୟ ଶୁଣାଇଥିଲେ, ଏହି ସଭା ରେ ନିକଟସ୍ତ ମେଲିଆପୁଟି ,ମଞ୍ଜୁସା , ପଲାସା ସହ ନିକଟସ୍ତ ଗ୍ରାମ ଗୁଡ଼ିକରୁ ହଜାର ହଜାର ଖ୍ରୀଷ୍ଟିୟ ଭାଇ ଭଉଣୀ ମାନେ ଯୋଗଦେଇଥିଲେ , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ପୂର୍ବତନ ରମ୍ପା ସରପଞ୍ଚ ଏମ କ୍ରୀଷ୍ଣା ରାଓ, ପାଷ୍ଟର ମଧ୍ୟରେ ଗୋପାଳ ଶବର,ବୃନ୍ଦାବନ ପରିଗା, ସିମଞ୍ଚଲ୍ ଶବର, ସହ ସ୍ଥାନୀୟ ସମିତି,ହାଇଦ୍ରାବାଦ ଠାରୁ ଆସିଥିବା ଫାଦର, ପ୍ରମୁଖ ଉପସ୍ଥିତ ଥିଲେ।