ଭୀମ ଆର୍ମି ସଂଗଠନ ସାହାଯ୍ୟ ର ହାତ ବଢ଼ାଇଲା ଅନାଥ 4ଭାଇ ଭଉଣୀ ଙ୍କୁ ।
ଗଜପତି,୭.୨ (ମନୋଜ ପାଢ଼ୀ)-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡ଼ୁରୁ ଗ୍ରାମରେ ଘଟିଥିବା ହୃଦୟ ବିଦାରକ ଦୃଶ୍ୟ ଯାହାକି ଦାଦନ ଖଟିବାକୁ ଯାଇ ବାପା ମୃତ 2ବର୍ଷ ପୂର୍ବରୁ ମା ପ୍ରେମିକ ସହ ଫେରାର ବର୍ତମାନ ସ୍ଥିତିରେ 4ଭାଇ ଭଉଣୀ ବେସାହାରା ତଥାପି ଏହିପରିପେକ୍ଷୀରେ ଗଜପତି ଜିଲ୍ଲା ରେ ନୂତନ ସଂଗଠନ ଆବିର୍ଭାବ ହେବା ପରେ ଭୀମ ଆର୍ମି ର ଜିଲ୍ଲା ପ୍ରେସିଡେଣ୍ଟ ଆମସେଲୋମ ଜିଲ୍ହା ପ୍ରଭାରୀ ସାଗର ବଳିୟାର ସିଂ ସହ ସଂଗଠନ ର କର୍ମ କର୍ତା ସହ ସଦସ୍ୟ ବୃନ୍ଦ ଲୁଡ଼ୁରୁ ଗ୍ରାମ କୁ ଯାଇ ସେହି 4ଅନାଥ ଭାଇଭଉଣୀଙ୍କୁ ଭେଟି କିଛି ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା କରିଛନ୍ତି ଯାହାକି ଗ୍ରାମ ବାସୀଙ୍କ ଉପସ୍ଥିତିରେ ଏବଂ ସେମାନଙ୍କର ସମସ୍ତ ସରକାରୀ ସୁବିଧା କିପରି ହେବ ସେଥିପାଇଁ ସମସ୍ତ ସାହାଯ୍ୟ ସହଯୋଗ ର ହାତ ବଢାଇବାପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ତେଣୁ ଗ୍ରାମବାସୀ ଭୀମ ଆର୍ମି ର ସହଜଗ କୁ ବହୁତ ସ୍ୱାଗତ ଜଗ୍ୟ ମନେ କରିଛନ୍ତି ।
