ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଏସଡିସିସି ବ୍ଯାଙ୍କ ରୁ ପ୍ରଶାନ୍ତ କର୍ମୀ, ବୟସ ୩୭,ପିତା – ତରଣୀ କର୍ମୀ ଗ୍ରାମ- ମେହେନା ଗତ ୧୫,୧,୨୫ ଦିନ ୪.୩୦ ନିଜ ଧାନ ବିକ୍ରି ର ପ୍ରାପ୍ୟ ପ୍ରାୟ ଏକଲକ୍ଷ ଟଙ୍କା ବାଇକ ରଖି ଆସୁଥିବା ବେଳେ ଭେଡେନ ଠାରେ କିଛି ଜିନିଷ କିଣିବାକୁ ଯାଇ ଫେରି ଦେଖିଲା ବେଳକୁ ତାକଂର ଡିଗି ରୁ କେହି ଦୁର୍ବୃତ୍ତ ଟଂକା ନେଇ ଯାଇଥିଲା। ଫଳରେ ଭେଡେନ ଥାନା ରେ ଅଭିଯୋଗ କରିଥିଲେ, ତା ୧୫, ୧,୨୫ ଦିନ କେସ ନମ୍ବର ୭ ଆଇପିସି ୩୦୩(୨)ରେ ମକଦ୍ଦମା ରଜ୍ଜୁ ହୋଇଥିଲା। ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ନିର୍ଦ୍ଦେଶ କ୍ରମେ ଭେଡେନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା, ଆଜି ୨୦,୧ ଦିନ ମେହେନା ଗ୍ରାମ ର ବ୍ୟୋମକେଶ ମିଶ୍ର, ବୟସ ୩୦ କଂ ଠାରୁ ଏକଲକ୍ଷ ଟଙ୍କା ଓ ବ୍ୟବହାର କରି ଥିବା ବାଇକ ନମ୍ବର ଓଆର ୧୭ କେ ୪୮୩୮ ଜପତ କରି କୋର୍ଟ ଚାଲାଣ କରିଥିବା ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ସୂଚନା ପ୍ରଦାନ କରିଛନ୍ତି।
Related Posts
ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ ମତଦାନ
ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଭୁବନେଶ୍ୱର: ଆଜି ଓଡ଼ିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ।୬ଟି ଲୋକସଭା ଓ ୪୨ ବିଧାନସଭା ପାଇଁ ଚାଲିଛି ମତଦାନ।ପ୍ରାର୍ଥୀଙ୍କ ଭାଗ୍ୟ…
ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା
ବରଗଡ- ୪,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା, ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ…
୨ପଞ୍ଚାୟତବାସୀ ରାସ୍ତା ଓ ପାଣି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ
୨ପଞ୍ଚାୟତବାସୀ ରାସ୍ତା ଓ ପାଣି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗଜପତି -: (୨୯/୫/୨୯):(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଏସ୍. କରଡାସିଂ ଏବଂ ଲାଇଲାଇ…