ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସ୍ୱତନ୍ତ୍ର ବୈଠକ ଓ ଶୀତବସ୍ତ୍ର, ନୂତନ କେଲେଣ୍ଡର ବଣ୍ଟନ

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସ୍ୱତନ୍ତ୍ର ବୈଠକ ଓ ଶୀତବସ୍ତ୍ର, ନୂତନ କେଲେଣ୍ଡର ବଣ୍ଟନ

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସ୍ୱତନ୍ତ୍ର ବୈଠକ ଓ ଶୀତବସ୍ତ୍ର, ନୂତନ କେଲେଣ୍ଡର ବଣ୍ଟନ

ଗଜପତି(ମନୋଜ ପାଢ଼ୀ)ଆଦ୍ୟ ତା -28.12.2025ରିଖ ଦିବା -11ଘଣ୍ଟା ସମୟ ରେ ଜୟପୁର (ବୋରିଗୁମ୍ମା ) ଗ୍ରାମ୍ୟ ପରିଷଦ ସମାଜ କୋଠ ଘର ଠାରେ ପ୍ରାୟ ଏଗାର ଗୋଟି ସଭ୍ୟ ସଭ୍ୟା ଙ୍କର କେସ ର ବିଚାର କରି ସମାଧାନ କରାଗଲା. କୋଡିଏ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଓ ଭିର୍ଣ୍ଣ କ୍ଷମ ଙ୍କୁ ଶୀତବସ୍ତ୍ର ପ୍ରଦାନ କରି ଗ୍ରାମ୍ୟ ପରିଷଦ ର କର୍ମ କର୍ତା ଙ୍କୁ ନୂତନ ବର୍ଷ ର କେଲେଣ୍ଡର ପ୍ରଦାନ କରାଗଲା ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ପରିଷଦ ର ସଭାପତି ଶ୍ରୀ ଦଣ୍ଡାସୀ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ, ସହସମ୍ପାଦକ ଶ୍ରୀ ବିନୋଦ ସାହୁ, ସହକୋଷଦକ୍ଷ ଶ୍ରୀ କ୍ରିଷ୍ଣା ସାହୁ,ବେହେରା ଶ୍ରୀ ବିପିନ ବିହାରୀ ସାହୁ, ଚାନ୍ଦପୁର ସଭାପତି ଶ୍ରୀ ରବୀନ୍ଦ୍ର ସାହୁ,ଜୟପୁର ଗ୍ରାମ୍ୟ ପରିଷଦ ର ସଭାପତି ଶ୍ରୀ ଲବ ସାହୁ, ସମ୍ପାଦକ ଶ୍ରୀ ଜୁର ସାହୁ, ଚନ୍ଦ୍ର ସାହୁ ଓ କର୍ମ କର୍ତା ବୃନ୍ଦ ଯୋଗ ଦେଇଥିଲେ ଓ ସଭ୍ୟ ସଭ୍ୟା ଭାଇ ଭଉଣୀ ମାନେମଧ୍ୟ ଯୋଗ ଦେଇଥିଲେ ଓ ଜୟପୁର ଗ୍ରାମ୍ୟ ପରିଷଦ ଠାରୁ ବୋରିଗୁମ୍ମା କୁ ଅଲଗା କରି ନୂତନ ଗ୍ରାମ୍ୟ ପରିଷଦ ର ମାନ୍ୟତା ପ୍ରଦାନ କରାଗଲ ।