ରାୟଗଡ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ଵନ ବିଭାଗର ମିଳିତ ଚଢାଉରେ ୨ଟି କଲରାପତ୍ରିଆ ବାଘ ଚମଡା ଜବତ ୫ଗିରଫ।

ରାୟଗଡ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ଵନ ବିଭାଗର ମିଳିତ ଚଢାଉରେ ୨ଟି କଲରାପତ୍ରିଆ ବାଘ ଚମଡା ଜବତ ୫ଗିରଫ।

ରାୟଗଡ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ଵନ ବିଭାଗର ମିଳିତ ଚଢାଉରେ ୨ଟି କଲରାପତ୍ରିଆ ବାଘ ଚମଡା ଜବତ ୫ଗିରଫ।

ଟିକିରି-୨୪-୧୨-୨୫ (ପ୍ରଫୁଲ୍ଲ କୁମାର ବେହେରା)ରାୟଗଡା ଜିଲ୍ଲା କାଶିପୁର ବ୍ଲକ ହନୁମାନ ମନ୍ଦିର ସାମ୍ନାରେ ବନ ବିଭାଗ ଦ୍ଵାରା ବିଛାଇ ଥିବା ଜାଲରେ ପଡିଲେ ବାଘ ଛାଲ ବିକ୍ରିକରିବାକୁ ଆସିଥିବା ବାଘଛାଲ ବେପାରି।ଗିରଫ ବ୍ୟାକ୍ତି ମାନେ ହେଲେ କାଶିପୁର ବ୍ଲକ ସୁଙ୍ଗେର ଗ୍ରାମର ଗପି ଗୈଡ,ଗୁପ୍ତେଶର ଗୈଡ,ଅମରସିଂଗୁଡା ର ଇଶ୍ଵର ନାଏକ,ପୁଡଗସିଲ ଗ୍ରାମର ସୁଅର ସିଂ ମାଝୀ ଓ କଡିକିପଦର ଗ୍ରାମର କାଳୁ ମାଝୀ ।ସେମାନଙ୍କ ଠାରୁ ୩ଟି ବାଇକ ଗୋଟିଏ ଛୁରି ୨ଟି କଲରାପତ୍ରିଆ ବାଘ ଛାଲ ଜବତ କରାଯାଇଛି ।