ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଙ୍କ ଅଧ୍ୟକ୍ଷତାରେ ।
ଗଜପତି -ମନୋଜ ପାଢୀ/
ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଙ୍କ ଅଧ୍ୟକ୍ଷତାରେ ମୋହନା ଅଦାଲତରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା ଏଥିରେ ପ୍ରଥମ ଶ୍ରେଣୀ ବିଚାରପତି ମୁଖ୍ୟ ଅତିଥି,ଶ୍ରୀ ସୁଭଜିତ ବେହେରା, ବାର ସଭାପତି ରବିନ୍ଦ୍ରକୁମାର ନାୟକ,ଉପ – ସଭାପତି ସିମଞ୍ଚଳ କାର୍ଯି, ବରିଷ୍ଠ ଆଇଜୀବୀ ସୁଦର୍ଶନ ସାହୁ, ସୋନ୍ତୋସ କୁମାର ପାଢ଼ୀ,ସମ୍ପାଦକ ପଦ୍ମନାଭ ପତି, ସହ ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ, ଏ ପିପି ବୈଦ୍ୟନାଥ ସିଂହ,କୋଷାଧ୍ୟକ୍ଷ ଜୋସେଫ ମାଝୀ,ଦୁର୍ଯୋଧନ କର ଡ଼l,ସୁନୀତା ରଣସିଂହ,ଯୋନାଥାନ ଲିମା,ଅଭିଧାନ ସିଂହ,ରାକେଶ କୁମାର ନାୟକ,ରିନା ପ୍ରଧାନ,କୋର୍ଟ ପୋଲିସ ଅଧିକାରୀ କେଶରୀ ଲହଜଲ୍ ଏବଂ କୋର୍ଟ ର ସମସ୍ତ କର୍ମଚାୀମାନେ ସୋହୋଯୋଗ ରେ ପାଳନ କରାଯାଇଥିଲା।
ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଙ୍କ ଅଧ୍ୟକ୍ଷତାରେ ମୋହନା ଅଦାଲତରେ ସମ୍ବିଧାନ ଦିବସ ପାଳିତ
