ଓଡିଶାର ୬୨,୩୪୧ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ ଆରମ୍ଭ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତିନିଟି ଜିଲ୍ଲାରୁ ଆସିଥିବା ମା’ମାନଙ୍କ ସହ ବାର୍ତ୍ତାଳାପ କରିଲେ।
ରାଜ୍ୟର ୬୨,୩୪୧ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଆରମ୍ଭ
