ଆଦିବାସୀ ସଂସ୍କୃତି ଓ ଐତିହ୍ୟର ଜାତୀୟ ସ୍ତରୀୟ ବିଶାଳ ମହୋତ୍ସବ ‘ପରବ -୨୦୨୫’ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡ଼ା ଗ୍ରାମପଞ୍ଚାୟତର କୁଟୁଣିପଦର ଠାରେ ଶୁଭାରମ୍ଭ ହୋଇଯାଇଛି। ମହୋତ୍ସବରେ ବିଶାଳ ଜନ ସମାଗମ ହୋଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକଗଣ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *