ମାଲକାନଗିରିରେ ୧୫୩ ଗର୍ଭବତୀ ମହିଳା ମା’ଗୃହରେ

ମାଲକାନଗିରିରେ ୧୫୩ ଗର୍ଭବତୀ ମହିଳା ମା’ଗୃହରେ
Spread the love

ମାଲକାନଗିରିରେ ୧୫୩ ଗର୍ଭବତୀ ମହିଳା ମା’ଗୃହରେ

ସାମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ସାରା ଜିଲ୍ଲାରେ ଏବେ କୋକୂଆ ଭୟ। ଲୋକେ ଭୟଭିତ ନହେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ବାତ୍ୟାର ପ୍ରଭାବ ଜିଲ୍ଲାରେ ପଡୁଥିବାରୁ କେହି ଘରୁ ପଦାକୁ ନବାହାରିବା ପାଇଁ ଏକ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ଏପରିକି ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଏହି ଦୁଇ ଦିନ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି।