ବରଗଡ଼ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲା “ନିଷ୍ଠା ପରିବାର” ।

ବରଗଡ଼ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲା "ନିଷ୍ଠା ପରିବାର" ।
Spread the love

ବରଗଡ଼ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲା “ନିଷ୍ଠା ପରିବାର” ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଭାବ ରେ ଶ୍ରୀଯୁକ୍ତ ଜ୍ୟୋତି କାନ୍ତ ସାହୁ ଯୋଗ ଦେଇଛନ୍ତି। ଏହି ଅବସର ରେ ନିଷ୍ଠା ପରିବାର ର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ତ୍ରିପାଠୀ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ, ନିଜ ଗ୍ରାମ ଖଣ୍ଡହଥା ସ୍କୁଲ ରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଅନୁରୋଧ କରିଥିଲେ।