ଝରାପାଲି ମାର୍କେଟ ଥୁଆପାଲି ଠାରେ ଆଜି ପ୍ରଥମକରି ବିକ୍ରି ପାଇଁ ୭୦୦ ପେକେଟ ଧାନ ପହଞ୍ଚିଛି।

ଝରାପାଲି ମାର୍କେଟ ଥୁଆପାଲି ଠାରେ ଆଜି ପ୍ରଥମକରି ବିକ୍ରି ପାଇଁ ୭୦୦ ପେକେଟ ଧାନ ପହଞ୍ଚିଛି।

ଝରାପାଲି ମାର୍କେଟ ଥୁଆପାଲି ଠାରେ ଆଜି ପ୍ରଥମକରି ବିକ୍ରି ପାଇଁ ୭୦୦ ପେକେଟ ଧାନ ପହଞ୍ଚିଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ପ୍ରଥମ ଦିନରେ ବିକ୍ରି ପ୍ରାୟ ୭୦୦ ପେକେଟ ପହଞ୍ଚିଛି। ଚାଷୀ ମାନେ ଲଘୁଚାପ ଜନିତ ବର୍ଷା ରେ ଧାନ ନଷ୍ଟ ହେବା ଆଶଂକା କରି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନେ ପୂଜାର୍ଚ୍ଚନା ପରେ ମଣ୍ଡି ରେ ଧାନ ରଖିଥିଲେ। ଚାଷୀ ମାନେ ହେଲେ ସୁବ୍ରତ କୁମାର ଚାନ୍ଦ, ରାମକୃଷ୍ଣ ଓ ମୁଟା ଚିନୁବାବୁ ଓ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ଥିଲେ।