ମାଲକାନଗିରିରେ ରାସ୍ତାକଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର — ପ୍ରେମ ପ୍ରସଙ୍ଗ ଆତ୍ମହତ୍ୟା ଅନୁମାନ
ମାଲକାନଗିରି ଜିଲ୍ଲାର ତାମସା ଗାଁ ନିକଟରେ ଏକ ଅଭିତାପଜନକ ଘଟଣା ଆଜି ସକାଳେ ଘଟିଛି। ରାସ୍ତାକଡ଼ରୁ ଜଣେ ୨୪ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ମୃତକଙ୍କ ପରିଚୟ ଏମଭି-୮୬ ଗାଁର ସୁଜନ ରାୟ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକମାନଙ୍କ ଦେଖାରେ…
