Month: November 2025

କୋରାପୁଟରେ ବସ ଓଲଟିଲା, ୫ ଆହତ

କୋରାପୁଟରେ ବସ ଓଲଟିଲା, ୫ ଆହତ କୋରାପୁଟ ଜିଲ୍ଲାର ଅମିନଗୁଡ଼ା ଛକ ନିକଟରେ ଏକ ପର୍ଯ୍ୟଟକ ବସ ଓଲଟିଯାଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି।ଜଣାପଡ଼ିଛି, ବସ୍‌ଟି ଭୁବନେଶ୍ବରରୁ ପୁଂଜିଶିଲ ଜଳପ୍ରପାତ ବୁଲିବାକୁ…

୩ ସନ୍ତାନ ପ୍ରସବ କଲେ ମହିଳା

୩ ସନ୍ତାନ ପ୍ରସବ କଲେ ମହିଳା ଗଜପତି,୯ା୧୦(ମନୋଜ ପାଢୀ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି l ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ…

ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା

ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା ଗଜପତି ୧୦/୧୧(ମନୋଜ ପାଢୀ): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍‌ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ସଫଳତା ହାସଲ…

ହିଲ୍ ଟପ୍ ମହାବିଦ୍ୟାଳୟ ରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ।

ହିଲ୍ ଟପ୍ ମହାବିଦ୍ୟାଳୟ ରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ । ଗଜପତି(ମନୋଜ ପାଢୀ)ମୋହନା ହିଲ ଟପ +2 ଓ +3 ମହାବିଦ୍ୟାଳୟ ମୋହନା ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ…

ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ଗଜପତି,୧୦ା୧୧(ମନୋଜ ପାଢୀ) ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଛି। ମୃତ ଯୁବକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ଦଳାଇଙ୍କ ସାନ ପୁଅ କୁମୁଦ(୨୫)। ଚନ୍ଦ୍ରଗିରି ପୋଲିସ…

ଆଦିବାସୀଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆଦିବାସୀଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ————————– ଗଜପତି(ମନୋଜ ପାଢୀ) ଚଳିତ ମାସ 10 11 2025 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗଜପତି ପୁରୁଣା ବସଷ୍ଟାଣ୍ଡ ମୁନିସିପାଲିଟି ଅଫିସ ଠାରୁ ଏକ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ Rayagada Date 09.11.25 ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍ଥାନୀୟ ଜିଲ୍ଳା ଅଦାଲତ…

ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ।

ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ। ଗଜପତି (ମନୋଜ ପାଢ) ତା- ୦୮/୧୧/୨୦୨୫,ଏପରି ଏକ ଅଭିଯୋଗ ଆସୁଛି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗ୍ରାମରୁ। ଜିଲ୍ଲା ସଦରମହକୁମା…

ଗଜପତିରେ ବଣୁଆ ହାତୀ ଜନବସତି ମୁହାଁ ନେଇ ଲୋକେ ଆତଙ୍କିତ ।

ଗଜପତିରେ ବଣୁଆ ହାତୀ ଜନବସତି ମୁହାଁ ନେଇ ଲୋକେ ଆତଙ୍କିତ ।ଗଜପତି ,(ମନୋଜ ପାଢୀ): ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ହାତୀପଲ ଜନବସତି ମୁହାଁ ହୋଇଥିବା ସୂଚନା ମିଳିଛି I ଦୁଇ ଗୋଟି ହାତୀ…