ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ
ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ ଗଜପତି, ୩।୧୦(ମନୋଜ ପାଢୀ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ…
