ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼, ଦୁଇ ଦୁର୍ବୃତ୍ତ ଫେରାର
ବ୍ରହ୍ମପୁର: ଆଜି ରାତିରେ ଏକ ଆତଙ୍କଜନକ ଘଟଣା ଘଟିଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ଉପରେ ଅଜଣା ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଖବର ମିଳିଛି।ସୂତ୍ର ଅନୁଯାୟୀ, ଘଟଣାଟି ବ୍ରହ୍ମନଗର ଅଞ୍ଚଳରେ ରାତି ପ୍ରାୟ ୧୦ଟା ସମୟରେ ଘଟିଥିଲା। ବାଇକରେ ଆସିଥିବା…
