ଅଜୟଗଡ-ନାମନଗଡ ରାସ୍ତା ଉପରେ ପଡ଼ିଲା ଗଛ, ସଫା କଲା ଅଗ୍ନିଶମ ବାହିନୀଅଜୟଗଡ-ନାମନଗଡ ରାସ୍ତା ଉପରେ ପଡ଼ିଲା ଗଛ, ସଫା କଲା ଅଗ୍ନିଶମ ବାହିନୀ

ଅଜୟଗଡ-ନାମନଗଡ ରାସ୍ତା ଉପରେ ପଡ଼ିଲା ଗଛ, ସଫା କଲା ଅଗ୍ନିଶମ ବାହିନୀ

ଗଜପତି ,୨୯/୧୦:(ମନୋଜ ପାଢୀ) ବାତ୍ୟା ମୋନ୍‌ଥାରେ ଗଜପତି ଜିଲ୍ଲା ଅଜୟଗଡ-ନାମନଗଡ ରାସ୍ତାରେ ଗଛ ପଡି ଯାତାୟାତ ବନ୍ଦ ହୋଇଛି । ଏସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ସଫା କରିଛି । ଯାହା ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡିଛି। ବାତ୍ୟା ମୋନ୍‌ଥାରେ ବିଶେଷ କରି ଅଗ୍ନିଶମ ବିଭାଗ ସଜାଗ ରହି ତୁରନ୍ତ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିବା ହେତୁ ଅଞ୍ଚଳବାସୀ ଏହାକୁ ପ୍ରଶଂସା କରିଛନ୍ତି।

By admin

Leave a Reply

Your email address will not be published. Required fields are marked *