ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।

ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।

କୋରାପୁଟ:ବିଷାକ୍ତ ଖାଦ୍ୟ ଖାଇ ପରିବାରର ତିନି ଗୁରୁତର। ଜଣଙ୍କର ମୃତ ହୋଇଥିବା ସୂଚନା। ମୃତ ମହିଳା ନାମ ପାର୍ବତୀ ମାଝି। ପାର୍ବତୀ ପଦ୍ମିନୀଙ୍କର ସମ୍ପର୍କୀୟ ଅଟନ୍ତି। ଏବେବି ଗୁରୁତର ରହିଛନ୍ତି ପଦ୍ମିନୀଙ୍କ ନଣନ୍ଦ ଏବଂ ଅନ୍ୟ ଜଣେ ସମ୍ପର୍କୀୟ।

By admin

Leave a Reply

Your email address will not be published. Required fields are marked *