ପଟ୍ଟାଙ୍ଗି ବ୍ଲକରେ ବର୍ତ୍ତମାନ ସୁଦ୍ଧା ପେଟୁରୁ ଗ୍ରାମ ପଞ୍ଚାୟତରେ ୪ଟି, ରାଲେଗଡା ଗ୍ରାମ ପଞ୍ଚାୟତରେ ୭ଟି ଓ ଚନ୍ଦକା ଗ୍ରାମ ପଞ୍ଚାୟତରେ ୩ଟି ଘର ଭାଙ୍ଗିଥିବା ସୂଚନା ।ପଟ୍ଟାଙ୍ଗି ବ୍ଲକରେ ବର୍ତ୍ତମାନ ସୁଦ୍ଧା ପେଟୁରୁ ଗ୍ରାମ ପଞ୍ଚାୟତରେ ୪ଟି, ରାଲେଗଡା ଗ୍ରାମ ପଞ୍ଚାୟତରେ ୭ଟି ଓ ଚନ୍ଦକା ଗ୍ରାମ ପଞ୍ଚାୟତରେ ୩ଟି ଘର ଭାଙ୍ଗିଥିବା ସୂଚନା ।

ପଟ୍ଟାଙ୍ଗି ବ୍ଲକରେ ବର୍ତ୍ତମାନ ସୁଦ୍ଧା ପେଟୁରୁ ଗ୍ରାମ ପଞ୍ଚାୟତରେ ୪ଟି, ରାଲେଗଡା ଗ୍ରାମ ପଞ୍ଚାୟତରେ ୭ଟି ଓ ଚନ୍ଦକା ଗ୍ରାମ ପଞ୍ଚାୟତରେ ୩ଟି ଘର ଭାଙ୍ଗିଥିବା ସୂଚନା । ଘଟଣାସ୍ଥଳରେ ତହସିଲ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହିତ ଗାଁର ପକ୍କା ଘରକୁ ଓ ସ୍କୁଲ ଘରକୁ ପରିବାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହିତ ଜରି ପାଲ ପ୍ରଦାନ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *