ଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟରେ ପିଜି ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟରେ ପିଜି ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

ଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟରେ ପିଜି ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ, ସି, ଏସ ମହାବିଦ୍ୟାଳୟ ରେ ଉଦ୍ଭ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପିଜି ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମାନପତ୍ର, ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ରଥ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବନମାଳୀ ବେହେରା, ନରେନ୍ଦ୍ର ଡିଗାଲ, ଡ଼.ଅଶୋକ ଷଡ଼ଙ୍ଗୀ, ତପନ କୁମାର ମିଶ୍ର, ଅମୂଲ୍ୟ ସାବତ, ରମେଶ ସାହୁ, ବିରୂପାକ୍ଷ ମିଶ୍ର, ଶଙ୍କର ପାଢ଼ୀ, ରତନ ଡିଗାଲ ଯୋଗ ଦେଇଥିଲେ l ଅଧ୍ୟାପକ ଆକାଶ କୁମାର ଶତପଥୀ ଅତିଥି ପରିଚୟ ଦେଇଥିବା ବେଳେ ରବିନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରଥିଲେ l ମଞ୍ଚ ସଂଯୋଜନା ଛାତ୍ର ବଳରାମ ବେହେରା, ଆଦିତ୍ୟ ପଟ୍ଟନାୟକ, ଛାତ୍ରୀ ତୃପ୍ତିମୟୀ ରଥ, ଓ ଆଦ୍ୟାଶl ପଟ୍ଟନାୟକ କରିଥିଲେ ବିଭାଗୀୟ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

By admin

Leave a Reply

Your email address will not be published. Required fields are marked *