ଗଜପତିରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।ଗଜପତିରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

ଗଜପତିରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

ଗଜପତି ୨୧/୧୦/୨୦୨୫ (ମନୋଜ ପାଢୀ): ଗଜପତି ଜିଲ୍ଲାରେ ପୋଲିସ ଶହୀଦ ସ୍ମୃତି ଦିବସକୁ ପାଳନ କରଯାଇଛି । ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡା ଶହୀଦ ହୋଇଥିବା ବିଭିନ୍ନ ପୋଲିସ କର୍ମଚାରୀଙ୍କ ସ୍ମୁତିଚାରଣ କରିଥିଲେ। ଶହୀଦ ହୋଇଥିବା କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନଙ୍କୁ ସମ୍ମାନ ଦିଆଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ପରିଶେଷରେ ସମସ୍ତ ପୋଲିସ କର୍ମଚାରୀମାନେ ଶହୀଦ ହୋଇଥିବା ପୋଲିସ ମାନଙ୍କୁ ସମ୍ମାନର ସହ ସାଲ୍ୟୁଟ ପ୍ରଦାନ କରିଥିଲେ ।

By admin

Leave a Reply

Your email address will not be published. Required fields are marked *