ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀ

ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀ

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗୋପାଳପୁର ସମୁଦ୍ର କୁଳରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଜଣେ ଯୁବକ। ଯୁବକ ଜଣକ ଖୋର୍ଦ୍ଧା ମୁକୁନ୍ଦ ସାହିର ସତ୍ୟ ସାମନ୍ତ ରାୟ ବୋଲି ଜଣାପଡିଛି। ଏତିକି ବେଳେ କର୍ତ୍ତବ୍ୟରତ ଗୋପାଳପୁର ଥାନା ର ଜି ଚିଟିବାବୁ ଓ ଜି କାଳି ଶଙ୍କର ନାମକ ଦୁଇ ଗୃହରକ୍ଷୀ ସମୁଦ୍ର କୁ ଲମ୍ପ ମାରି ଭାସି ଯାଉଥିବା ଯୁବକ କୁ ଉଦ୍ଧାର କରିଥିଲେ ଓ ବର୍ତ୍ତମାନ ଯୁବକ ର ପରିସ୍ଥିତି ଭଲ ଥିବା ଜଣାପଡିଛି।

By admin

Leave a Reply

Your email address will not be published. Required fields are marked *